କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର ଷ୍ଟେସନ ଅଟକିଛି  l  ଗଡି ନମ୍ବର osbk ର  ଚାରି ବଗିରେ ଲାଗିଛି ନିଆଁ  l ସୋର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିଛି  l ସନ୍ଧ୍ୟା ଛଅଟାରୁ ଅଟକିଛି କୋଇଲା ବୋଝେଇ ଟ୍ରେନ  l  ନିଆଁ ଆୟତ୍ତ ପରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ ଟ୍ରେନ  l   The post କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ appeared first on KNews Odisha.

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ
coal fire

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର ଷ୍ଟେସନ ଅଟକିଛି  l  ଗଡି ନମ୍ବର osbk ର  ଚାରି ବଗିରେ ଲାଗିଛି ନିଆଁ  l ସୋର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିଛି  l ସନ୍ଧ୍ୟା ଛଅଟାରୁ ଅଟକିଛି କୋଇଲା ବୋଝେଇ ଟ୍ରେନ  l  ନିଆଁ ଆୟତ୍ତ ପରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ ଟ୍ରେନ  l

 

The post କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ appeared first on KNews Odisha.