କୋକସରା ମଣ୍ଡଳ ପକ୍ଷରୁ ବିଜେପି ର ସାଙ୍ଗଠାନିକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

କୋକସରା:୧୭/୦୨ କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ଶନିବାର କୋକସରା ସଦର ମହକୁମାର ଧାନ ମଣ୍ଡି ପରିସରରେ ସାଙ୍ଗଠାନିକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ସଭାପତିତ୍ୱ ରେ କୋକସରା ଲୋକସଭା ନିର୍ବାଚନ ଦାୟିତ୍ୱ ରେ ଥିବା ସଂଯୋଜକ ଶିଵ ପ୍ରସାଦ ମୁଣ୍ଡ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଂଯୋଜକ ମନୀନ୍ଦ୍ର ଭୂଷଣ ପାତ୍ର […] The post କୋକସରା ମଣ୍ଡଳ ପକ୍ଷରୁ ବିଜେପି ର ସାଙ୍ଗଠାନିକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। appeared first on Odisha.News.

କୋକସରା ମଣ୍ଡଳ ପକ୍ଷରୁ ବିଜେପି ର ସାଙ୍ଗଠାନିକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

କୋକସରା:୧୭/୦୨
କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ଶନିବାର କୋକସରା ସଦର ମହକୁମାର ଧାନ ମଣ୍ଡି ପରିସରରେ ସାଙ୍ଗଠାନିକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ସଭାପତିତ୍ୱ ରେ କୋକସରା ଲୋକସଭା ନିର୍ବାଚନ ଦାୟିତ୍ୱ ରେ ଥିବା ସଂଯୋଜକ ଶିଵ ପ୍ରସାଦ ମୁଣ୍ଡ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଂଯୋଜକ ମନୀନ୍ଦ୍ର ଭୂଷଣ ପାତ୍ର ଙ୍କ ଉପସ୍ଥିତି ରେ କୋକସରା ମଣ୍ଡଳ ର ୩୪ ଗୋଟି ବୁଥ ର ସଭାପତି ମଣ୍ଡଳ ର ୬୧ ଜଣିଆ ପଦାଧିକାରୀ, ଶକ୍ତିକେନ୍ଦ୍ର ର ତ୍ରିଦେଵ ଓ ୬ ଗୋଟି ମୋର୍ଚ୍ଚା ର ସଭାପତି ଉପସ୍ଥିତ ରହିଥିଲେ। ଏହି ବୈଠକରେ ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଦଲୀୟ ସଙ୍ଗଠନ କୁ କ୍ରିୟାଶୀଳ ଓ ମୋଦି ସରକାର ଙ୍କ ଜନ୍ମ ରୁ।ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତର ରେ ପହଞ୍ଚାଇବା ପାଇଁ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ, ଏହାସହ ବୁଥ କମିଟି ର କର୍ମକର୍ତ୍ତା ଙ୍କୁ ନିର୍ବାଚନ ରଣନୀତି ପ୍ରସ୍ତୁତି କୁ ନେଇ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ପ୍ରଶିକ୍ଷିତ କରାଯାଇଛି।କାର୍ଯ୍ୟକ୍ରମ କୁ ମଣ୍ଡଳ ସଭାପତି ତ୍ରିନାଥ ଶବର ମଞ୍ଚ ସଂଯୋଜନା କରିଥିଲେ।

The post କୋକସରା ମଣ୍ଡଳ ପକ୍ଷରୁ ବିଜେପି ର ସାଙ୍ଗଠାନିକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। appeared first on Odisha.News.