ଦୁଷ୍କର୍ମକାରୀ ବିରୋଧରେ ଲଟକା ଜାରି କଲା ପୋଲିସ

ଫେରାର୍ ନାବାଳିକା ଦୁଷ୍କର୍ମକାରୀ ବିରୋଧରେ ଲଟକା ଜାରି କଲା କମିଶନରେଟ ପୋଲିସ। ଆତ୍ମସମର୍ପଣ ନକଲେ ଘରେ ଥିବା ସବୁ ସମ୍ପତ୍ତି ଜବତ କରିବ ପୋଲିସ। କ୍ୟାପିଟାଲ ଥାନା ଅଂଚଳର ଅକ୍ଷୟ ନାୟକ ଓରଫ ନଣ୍ଡା ବିରୋଧରେ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛି ପୋଲିସ।

ଦୁଷ୍କର୍ମକାରୀ ବିରୋଧରେ ଲଟକା ଜାରି କଲା ପୋଲିସ
Array