ପାକିସ୍ତାନର କଳାକାରଙ୍କ ମଧ୍ୟରେ ଫାଟ !

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ତେବେ ଏହି ଘଟଣାକୁ ପାକିସ୍ତାନର... The post ପାକିସ୍ତାନର କଳାକାରଙ୍କ ମଧ୍ୟରେ ଫାଟ ! appeared first on .

ପାକିସ୍ତାନର କଳାକାରଙ୍କ ମଧ୍ୟରେ ଫାଟ !

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ତେବେ ଏହି ଘଟଣାକୁ ପାକିସ୍ତାନର ବହୁ ବଡ଼ ବଡ଼ କଳାକାରମାନେ ମଧ୍ୟ ପ୍ରଥମେ ନିନ୍ଦା କରିଥିଲେ । ମହିରା ଖାନ, ହାନିଆ ଅମୀରଙ୍କ ଭଳି କଳାକାରମାନେ ଏହାକୁ ନିନ୍ଦା କରିଥିବାବେଳେ ଏହା ପାକିସ୍ତାନର ବରିଷ୍ଠ ଅଭିନେତ୍ରୀ ଉର୍ବା ହୁସେନଙ୍କ ଦେହରେ ଯାଇନାହିଁ । ଯାହାକୁ ନେଇ ସେ ଏହି କଳାକାରମାନଙ୍କୁ ସମାଲୋଚନା କରିଛନ୍ତି ।

ଭାରତ ଅନେକ ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ନିଷିଦ୍ଧ କରିଛି। ଏହି ସମୟରେ, ଉର୍ବା ହୁସେନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପାକିସ୍ତାନୀ ତାରକାମାନଙ୍କ ଉପରେ ରାଗିଥିବାର ଦେଖାଯାଉଛି। ପହଲଗାମ ଆକ୍ରମଣକୁ ନିନ୍ଦା ଏବଂ ଦୁଃଖ ପ୍ରକାଶ କରିଥିବା ପାକିସ୍ତାନୀ ତାରକାମାନଙ୍କୁ ଟାର୍ଗେଟ କରୁଛନ୍ତି।

The post ପାକିସ୍ତାନର କଳାକାରଙ୍କ ମଧ୍ୟରେ ଫାଟ ! appeared first on .