ପୂଜା କମିଟି ନୂତନ କର୍ମକର୍ତ୍ତା ଚୟନ
ଚୌଦ୍ୱାର: ଚୌଦ୍ୱାର ମହାଜନ ସାହି ପୂଜା କମିଟିର ଏକ ସାଧାରଣ ବୈଠକ ସାହି ରୂପଘର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ହରେକୃଣ୍ଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକର ପ୍ରାରମ୍ଭରେ ମିଟିର ପୂର୍ବତନ ସଭାପତି ତୋଫାନୀ ନାୟକଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହିତ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କମିଟିର ନୂତନ ସଭାପତି ଭାବରେ ସୁନୀଲ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରା ଯାଇଥିଲା। କାର୍ଯ୍ୟକାରୀ କମିଟିରେ ଜଗବନ୍ଧୁ ସାହୁ, ଅନାଦି […]

ଚୌଦ୍ୱାର: ଚୌଦ୍ୱାର ମହାଜନ ସାହି ପୂଜା କମିଟିର ଏକ ସାଧାରଣ ବୈଠକ ସାହି ରୂପଘର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ହରେକୃଣ୍ଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକର ପ୍ରାରମ୍ଭରେ ମିଟିର ପୂର୍ବତନ ସଭାପତି ତୋଫାନୀ ନାୟକଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହିତ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କମିଟିର ନୂତନ ସଭାପତି ଭାବରେ ସୁନୀଲ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ଚୟନ କରା ଯାଇଥିଲା। କାର୍ଯ୍ୟକାରୀ କମିଟିରେ ଜଗବନ୍ଧୁ ସାହୁ, ଅନାଦି ଅଚ୍ୟୁତ ଲେଙ୍କା,ଜିତେନ୍ଦ୍ର ପରିଡ଼ା, ପ୍ରକାଶ ସ୍ୱାଇଁ, ଅଶୋକ ଲେଙ୍କା, ଜଗନ୍ନାଥ ସାହୁ, ରବୀନ୍ଦ୍ର କୁମାର ସାହୁ, ଅଶୋକ ସାହୁ, ଅଭିମନ୍ୟୁ ନାୟକ, ମାନସ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ମୋଟ ୨୧ଜଣ ସଦସ୍ୟଙ୍କୁ ଚୟନ କରାଯାଇଥିଲା।