ମହିଳାଙ୍କ ସୁରକ୍ଷା ପାଇଁ ସରକାର ନେବେ ବଡ଼ ନିଷ୍ପତ୍ତି ! ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ

ରାଜ୍ୟରେ ଗତ କିଛି ଦିନ ହେବ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି । ବାଲେଶ୍ବର ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ଯାଏଁ ଲମ୍ବିଛି ନାରୀଙ୍କ ଉପରେ ନିର୍ଯାତନାର ଅପରାଧ ତାଲିକା । ରାଜଧାନୀ ଭୁବନେଶ୍ବର , ଯାଜପୁର, ଜଗତସିଂପୁର ଓ ଗଞ୍ଜାମରୁ ଲାଗତର ଆସୁଛି ମହିଳା ଓ ଯୁବତୀଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ।

ମହିଳାଙ୍କ ସୁରକ୍ଷା ପାଇଁ ସରକାର ନେବେ ବଡ଼ ନିଷ୍ପତ୍ତି ! ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ
Array