ରାଉରକେଲାକୁ ବଦଳି ହୋଇଗଲେ ଏସ୍ପି, ସହଜରେ ଗ୍ରହଣ କରିପାରୁନାହାଁନ୍ତି ଲୋକେ
ମାଲକାନଗିରି ୦୩/୧୦: ମାଲକାନଗିରି ଏସ.ପି. ନିତେଶ ୱାଦୱାନିଙ୍କ ରାଉରକେଲା ବଳଳି ହୋଇଛି । ହେଲେ ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଜିଲ୍ଲା ବାସି । କାରଣ ନିତେଶ ୱାଦୱାନି ଦିର୍ଘ ସମୟ ଧରି ମାଲକାନଗିରି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ମଚାରୀଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି । କଦାପି ବିବାଦରେ ନରହି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ ନିତେଶ ୱାଦୱାନି । ସେଇଥିପାଇଁ ତୋ ତାଙ୍କର ବିଦାୟ ସମୟରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ସୃଷ୍ଟି ହୋଇଥିଲା ଭାବ ବିହ୍ଵଳ ପରିବେଶ । ମାଲକାନଗିରି ଛାଡିବା ସମୟରେ ଏସପିଙ୍କ ପରିବାର ଉପରେ ହୋଇଥିଲା ପୁଷ୍ପ ବର୍ଷା । ଲୋକେ ବାଜା ବଜାଇ ଫୁଲ ମାଳ ପିନ୍ଧାଇବା ସହ ପୁଷ୍ପ ଦେଇ ଏସପିଙ୍କ ବିଦାୟ ଦେଇଥିଲେ ।
ମାଲକାନଗିରି ୦୩/୧୦: ମାଲକାନଗିରି ଏସ.ପି. ନିତେଶ ୱାଦୱାନିଙ୍କ ରାଉରକେଲା ବଳଳି ହୋଇଛି । ହେଲେ ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଜିଲ୍ଲା ବାସି । କାରଣ ନିତେଶ ୱାଦୱାନି ଦିର୍ଘ ସମୟ ଧରି ମାଲକାନଗିରି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ମଚାରୀଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି ।
କଦାପି ବିବାଦରେ ନରହି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ ନିତେଶ ୱାଦୱାନି । ସେଇଥିପାଇଁ ତୋ ତାଙ୍କର ବିଦାୟ ସମୟରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ସୃଷ୍ଟି ହୋଇଥିଲା ଭାବ ବିହ୍ଵଳ ପରିବେଶ । ମାଲକାନଗିରି ଛାଡିବା ସମୟରେ ଏସପିଙ୍କ ପରିବାର ଉପରେ ହୋଇଥିଲା ପୁଷ୍ପ ବର୍ଷା । ଲୋକେ ବାଜା ବଜାଇ ଫୁଲ ମାଳ ପିନ୍ଧାଇବା ସହ ପୁଷ୍ପ ଦେଇ ଏସପିଙ୍କ ବିଦାୟ ଦେଇଥିଲେ ।