ରେଳ ଲାଇନରୁ ମିଳିଲା ଯୁବତୀଙ୍କ ମୃତଦେହ, ମିଳିନି ଯୁବତୀଙ୍କ ପରିଚୟ
କଟକ ୧୫।୦୭ : କଟକ ଯୋବ୍ରା ନିକଟ ରେଳ ଲାଇନରୁ ମିଳିଲା ଯୁବତୀଙ୍କ ମୃତଦେହ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ମୃତଦେହ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ସୋମବାର ଦିନ କଟକ ଯୋବ୍ରା ନିକଟ ରେଳ ଲାଇନରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଆର୍ପିଏଫ୍ ଏବଂ ଜିଆର୍ପିକୁ ଖବର ଦିଆଯାଇଥିଲା । ଉଭୟ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖୁଛି । ଏପିରିକି ଯୁବତୀ କେଉଁଠାର ଏବଂ କିପରି ତାଙ୍କର ମୃତ୍ୟୁ ହେଲା । ସେନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି ପୋଲିସ ।Also Read- ଓଲଟିଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର
କଟକ ୧୫।୦୭ : କଟକ ଯୋବ୍ରା ନିକଟ ରେଳ ଲାଇନରୁ ମିଳିଲା ଯୁବତୀଙ୍କ ମୃତଦେହ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ମୃତଦେହ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସୋମବାର ଦିନ କଟକ ଯୋବ୍ରା ନିକଟ ରେଳ ଲାଇନରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଆର୍ପିଏଫ୍ ଏବଂ ଜିଆର୍ପିକୁ ଖବର ଦିଆଯାଇଥିଲା । ଉଭୟ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖୁଛି । ଏପିରିକି ଯୁବତୀ କେଉଁଠାର ଏବଂ କିପରି ତାଙ୍କର ମୃତ୍ୟୁ ହେଲା । ସେନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି ପୋଲିସ ।
Also Read- ଓଲଟିଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର