୧୬ ନମ୍ବର ଜାତୀୟ ରାଜପଥରେ କାର୍‌କୁ ଧକ୍କା ଦେଲା ଟ୍ରକ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଭଦ୍ରକ ୧୪।୬: ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ସଡକ ଦୁର୍ଘଟଣା । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଏନ୍‌ଏଚ୍‌ କିଙ୍ଗ୍‌ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । କାର୍‌କୁ ଧକ୍କା ଦେଲା ଟ୍ରକ୍ । କାର୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିବା ସୂଚନା ମିଳିଛି । କାର୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଗାଡ଼ି ଦୁଇଟିକୁ ଜବତ କରିଛି ।You Can Read:ଭଦ୍ରକରେ ବିଶାଳ ରକ୍ତଦାନ ଶିବିର ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

୧୬ ନମ୍ବର ଜାତୀୟ ରାଜପଥରେ କାର୍‌କୁ ଧକ୍କା ଦେଲା ଟ୍ରକ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଭଦ୍ରକ ୧୪।୬: ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ସଡକ ଦୁର୍ଘଟଣା । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଏନ୍‌ଏଚ୍‌ କିଙ୍ଗ୍‌ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । କାର୍‌କୁ ଧକ୍କା ଦେଲା ଟ୍ରକ୍ । କାର୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିବା ସୂଚନା ମିଳିଛି । କାର୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଗାଡ଼ି ଦୁଇଟିକୁ ଜବତ କରିଛି ।

You Can Read:

ଭଦ୍ରକରେ ବିଶାଳ ରକ୍ତଦାନ ଶିବିର ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ