12 Times Marriage and Divorce: ବିବାହ ନୁହେଁ ତ ବ୍ୟବସାୟ...ଟଙ୍କା ପାଇଁ ୪୦ ବର୍ଷରେ ୧୨ ଥର ବିବାହ ଓ ଛାଡ଼ପତ୍ର
୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହେଲେ ବିବାହ ପରେ ମହିଳାଙ୍କ ବିଧବା ଭତ୍ତା ବନ୍ଦ ହୋଇଯାଇଥିଲା ।