1976 Indian Airlines Hijack: ଏକ ବିମାନ ଅପହରଣର ଲୋମଟାଙ୍କୁରା କାହାଣୀ, କରାଚୀରେ ଓହ୍ଲାଇଲା, ଖାଦ୍ୟରେ ବିଷ ମିଶାଇଥିଲା ପାକ୍ ସେନା
୪୮ ବର୍ଷ ତଳର ଏହି ଭୟଙ୍କର ବିମାନ ଅପହରଣ ଘଟଣାରେ ଥିଲା ଏକ ନାଟକୀୟ ମୋଡ଼। ଆକାଶରେ ବିମାନ ଉଡୁଥିଲା ବେଳେ ଇନ୍ଧନ ସରି ଆସୁଥିଲା, କିନ୍ତୁ କେଉଁଠି ଏହା ଅହରଣ କରିବ ତାହା ଠିକ୍ କରିପାରୁ ନଥିଲେ ଅପହରଣକାରୀମାନେ। ଶେଷରେ ପାକିସ୍ତାନ ମାଟିରେ ଏହା ଅବତରଣ ତ କରିଥିଲା, କିନ୍ତୁ ପାକ୍ ସେନା ଖେଳିଥିଲା ଏକ ଚତୁର ଖେଳ। ପଢ଼ନ୍ତୁ ପୂରା କାହାଣୀ।