+3 Admission Deadline Extended: ପୁଣି ବଢିଲା +୩ ନାମଲେଖା ଆବେଦନ ଅବଧି, ଏହି ଦିନ ଡେଡ୍‌ଲାଇନ...

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଅବଧି ପୁଣି ବଢିଲା । ପୂର୍ବରୁ ଜୁନ ୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଥିଲା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦାବିକୁ ଦୃଷ୍ଟିରେ ରଖି ପୁଣି ଥରେ +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବଢାଇଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍‌ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ ।

+3 Admission Deadline Extended: ପୁଣି ବଢିଲା +୩ ନାମଲେଖା ଆବେଦନ ଅବଧି, ଏହି ଦିନ ଡେଡ୍‌ଲାଇନ...
Array