3 Killed In Landslide: ଯୋଡ଼ାରେ ବଡ଼ ଅଘଟଣ, ମାଟି ଅତଡ଼ା ଧସି ୩ ମୃତ

ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ବଡ଼ ଅଘଟଣ । ମାଟି ଅତଡ଼ା ଧସିବାରୁ ଚାପି ହୋଇଯାଇଥିଲେ ୩ ଜଣ । ୬ ଘଣ୍ଟା ପରେ ମିଳିଲା ମୃତଦେହ । ମାଙ୍ଗାନିଜ୍ ଚୋରା ଉତ୍ତୋଳନବେଳେ ଅଘଟଣ ଘଟିଥିବା ସୂଚନା ।

3 Killed In Landslide: ଯୋଡ଼ାରେ ବଡ଼ ଅଘଟଣ, ମାଟି ଅତଡ଼ା ଧସି ୩ ମୃତ
Array