30-Day-Old Baby Branded over 40 Times with Hot Sickle in Nabrangpur Village

ଅସୁସ୍ଥ ହୋଇ ପଡ଼ିଲା ମାସକର ଛୁଆ । ମାତ୍ର ପରିବାର ଲୋକେ ତାକୁ ମେଡିକାଲ ନେବା ବଦଳରେ ଦେଇ ଚାଲିଲେ ଚେଙ୍କ । ୩୦ ଦିନର ପିଲାକୁ ଦିଆଯାଇଛି ପ୍ରାୟ ୪୦ ଚେଙ୍କ । ଏବେ ପିଲାଟି ମେଡିକାଲ ବେଡରେ ଛଟପଟ ହେଉଛି। #NewBorn # HotIron #Nabarangpur#