Action On Private Bank: କାହିଁକି ୩ ବ୍ୟାଙ୍କ ସହ କାରବାର ବନ୍ଦ କଲେ ମୋହନ ସରକାର ?

ବ୍ୟାଙ୍କଗୁଡ଼ିକୁ ମୋହନ ସରକାରଙ୍କ କଠୋର ସନ୍ଦେଶ । ରାଜ୍ୟ ସରକାରଙ୍କ ସହ ବ୍ୟବସାୟ କରିବାକୁ ହେଲେ, ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀକୁ ଗୁରୁତ୍ୱ ଦିଅ । ଏହି କାରଣରୁ HDFC, ICICI ଓ AXIS ବ୍ୟାଙ୍କ୍ ସହ ସରକାରୀ ଆର୍ଥିକ କାରବାର ବନ୍ଦ କଲେ ରାଜ୍ୟ ସରକାର ।

Action On Private Bank: କାହିଁକି ୩ ବ୍ୟାଙ୍କ ସହ କାରବାର ବନ୍ଦ କଲେ ମୋହନ ସରକାର ?
Array