Actress Shefali Jariwala Dies at 42 Due to Heart Attack in Mumbai
#ପରଲୋକରେ_କାଣ୍ଟା_ଲଗା_ଗାର୍ଲ୍ ହୃଦଘାତରେ ଆଖି ବୁଜିଲେ କାଣ୍ଟା ଲଗା ଗାର୍ଲ ଭାବେ ପରିଚିତ ଶେଫାଳି ଜରିୱାଲା। ଅଭିନେତ୍ରୀ ତଥା ଚର୍ଚ୍ଚିତ ମଡେଲ୍ ଶେଫାଳି ଜରିୱାଲାଙ୍କର ମୁମ୍ବାଇରେ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା।
#ପରଲୋକରେ_କାଣ୍ଟା_ଲଗା_ଗାର୍ଲ୍
ହୃଦଘାତରେ ଆଖି ବୁଜିଲେ କାଣ୍ଟା ଲଗା ଗାର୍ଲ ଭାବେ ପରିଚିତ ଶେଫାଳି ଜରିୱାଲା। ଅଭିନେତ୍ରୀ ତଥା ଚର୍ଚ୍ଚିତ ମଡେଲ୍ ଶେଫାଳି ଜରିୱାଲାଙ୍କର ମୁମ୍ବାଇରେ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା।