Adivasi Land Sale Controversy: ଆଦିବାସୀଙ୍କ ଜମି ବିକ୍ରି : ଚପି ଯାଇଥିଲେ ପୂର୍ବ ସରକାର, ମୁଣ୍ଡ ଟେକିଲେ ମୋହନ ସରକାର

ଏହି ପ୍ରସଙ୍ଗରେ ପୂର୍ବରୁ ବିଜେଡି ସରକାରକୁ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଥିଲା । ଶେଷରେ ବ୍ୟାକଫୁଟକୁ ଯିବାକୁ ବାଧ୍ୟ ହୋଇଥିଲା ନବୀନ ସରକାର । ବର୍ତ୍ତମାନର ବିଜେପି ସରକାର ସେହି ‘ଆଦିବାସୀଙ୍କ ଜମି ବିକ୍ରି’ ପ୍ରସଙ୍ଗ ଉଠାଇ ବିତର୍କର ସାମ୍ନା କରୁଛନ୍ତି। ତେବେ ଅଚାନକ ସରକାର ଏହି ଜମି କିଣା ବିକା ଉପରେ ମନ ବଳାଇଲେ କାହିଁକି?

Adivasi Land Sale Controversy: ଆଦିବାସୀଙ୍କ ଜମି ବିକ୍ରି : ଚପି ଯାଇଥିଲେ ପୂର୍ବ ସରକାର, ମୁଣ୍ଡ ଟେକିଲେ ମୋହନ ସରକାର
Array