Adnan Sami: ଅଦନାନ ସାମି ଖୋଲିଦେଲେ ପାକିସ୍ତାନର କଳା ଚିଠି; ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ
୨୦୧୬ରେ ଭାରତୀୟ ନାଗରିକ ହୋଇଥିବା ଅଦନାନ ସାମିଙ୍କୁ ପାକିସ୍ତାନରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପାକିସ୍ତାନ ତାଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା।