AFCAT 2025 Recruitment: ବାୟୁସେନାରେ ପୂରଣ ହେବ ଅଫିସର୍ ପଦବୀ; ବ୍ୟାଚ୍‌ଲର୍ ଡିଗ୍ରୀ ଥିଲେ ବି ସୁଯୋଗ

ବାୟୁସେନା AFCAT ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

AFCAT 2025 Recruitment: ବାୟୁସେନାରେ ପୂରଣ ହେବ ଅଫିସର୍ ପଦବୀ; ବ୍ୟାଚ୍‌ଲର୍ ଡିଗ୍ରୀ ଥିଲେ ବି ସୁଯୋଗ
Array