Affordable Housing: ରାଜଧାନୀରେ ମଧ୍ୟବିତ୍ତଙ୍କ ସ୍ବପ୍ନ ପୂରା କରିବେ ରାଜ୍ୟ ସରକାର, ସୁଲଭ ମୂଲ୍ୟରେ ମିଳିବ ଘର

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଟେଣ୍ଡର କରି ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି ।

Affordable Housing: ରାଜଧାନୀରେ ମଧ୍ୟବିତ୍ତଙ୍କ ସ୍ବପ୍ନ ପୂରା କରିବେ ରାଜ୍ୟ ସରକାର, ସୁଲଭ ମୂଲ୍ୟରେ ମିଳିବ ଘର
Array