Afraid of Saying No: କିଏ, କାହିଁକି ଓ କେତେବେଳେ ନା କହିବାକୁ ଡରନ୍ତି ?

ଯେତେବେଳେ ଆପଣଙ୍କ ଶରୀରର ପ୍ରତ୍ୟେକ ଅଂଶ "ନା" ଚିତ୍କାର କରୁଥାଏ, ସେତେବେଳେ ଆପଣ କେବେ "ହଁ" କହିଛନ୍ତି କି ? କେବଳ ବିଶ୍ରାମ, ନିଜ ପାଇଁ ଟିକେ ଜାଗା କିମ୍ବା କିଛି ଗୋଟେ ଆବଶ୍ୟକ କରୁଥିବାରୁ ଆପଣ କେବେ ଦୋଷୀ ଅନୁଭବ କରିଛନ୍ତି କି ? ଆପଣ ଏକା ନୁହଁନ୍ତି। ଆମ ମଧ୍ୟରୁ ଅନେକଙ୍କୁ ସୀମା ନିର୍ଦ୍ଧାରଣ କରିବାକୁ ଶିଖାଯାଇ ନଥାଏ - ଆମକୁ କେବଳ ଅନ୍ୟକୁ ଖୁସି କରିବାକୁ ତାଲିମ ଦିଆଯାଇଥାଏ। ଏହି ଲେଖାଟିରେ ପିଲାଦିନର କ୍ଷତ କିପରି "ନାଁ" କହିବାର ଆପଣଙ୍କର କ୍ଷମତାକୁ ଚୁପଚାପ୍ ନଷ୍ଟ କରିଦିଏ ଏବଂ ତାକୁ ପୁନରୁଦ୍ଧାର କରିବା ପାଇଁ ଆପଣ କ'ଣ କରିପାରିବେ ସେ ବିଷୟରେ କୁହାଯାଇଛି।

Afraid of Saying No: କିଏ, କାହିଁକି ଓ କେତେବେଳେ ନା କହିବାକୁ ଡରନ୍ତି ?
Array