Air Ambulance Crash Kedarnath: ରୋଗୀ ନେଇ ଯାଉଥିଲା ଏୟାର ଆମ୍ବୁଲାନ୍ସ, କେଦାରନାଥରେ ହେଲା କ୍ରାସ୍

ରୋଗୀ ନେଇ ଯିବାବେଳେ ଲ୍ୟାଣ୍ଡିଂ କରିପାରିଲାନାହିଁ ଏୟାର ଆମ୍ବୁଲାନ୍ସ । ଯାନ୍ତ୍ରିକ ତ୍ରୁଟି କାରଣରୁ କେଦାରନାଥ ଧାମ ନିକଟରେ କ୍ରାସ ହେଲା ବିମାନ ।

Air Ambulance Crash Kedarnath: ରୋଗୀ ନେଇ ଯାଉଥିଲା ଏୟାର ଆମ୍ବୁଲାନ୍ସ, କେଦାରନାଥରେ ହେଲା କ୍ରାସ୍
Array