Air Cooler ଅଫର, ଏହି କୁଲରଗୁଡିକ ମଧ୍ୟ AC କୁ ଦେବ କଡ଼ା ଟକ୍କର

ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ପ୍ରାୟ ସମସ୍ତେ ଥଣ୍ଡା ରହିବାକୁ ଚାହିଁଥାନ୍ତି । ଯଦି ଆପଣ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଏକ ମହଙ୍ଗା ଏୟାର କଣ୍ଡିସନ କିଣିପାରୁନାହାଁନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବଜାରରେ ଏପରି ଅନେକ କୁଲର ଅଛି ଯାହା ବହୁତ ଭଲ ଥଣ୍ଡା ପବନ ପ୍ରଦାନ କରିଥାଏ । ଏପରି ଅନେକ କୁଲର ଅଛି ଯାହା ଶୀତଳତା କ୍ଷେତ୍ରରେ AC କୁ କଡ଼ା […] The post Air Cooler ଅଫର, ଏହି କୁଲରଗୁଡିକ ମଧ୍ୟ AC କୁ ଦେବ କଡ଼ା ଟକ୍କର appeared first on KNews Odisha.

Air Cooler ଅଫର, ଏହି କୁଲରଗୁଡିକ ମଧ୍ୟ AC କୁ ଦେବ କଡ଼ା ଟକ୍କର
air cooler

ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ପ୍ରାୟ ସମସ୍ତେ ଥଣ୍ଡା ରହିବାକୁ ଚାହିଁଥାନ୍ତି । ଯଦି ଆପଣ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଏକ ମହଙ୍ଗା ଏୟାର କଣ୍ଡିସନ କିଣିପାରୁନାହାଁନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବଜାରରେ ଏପରି ଅନେକ କୁଲର ଅଛି ଯାହା ବହୁତ ଭଲ ଥଣ୍ଡା ପବନ ପ୍ରଦାନ କରିଥାଏ । ଏପରି ଅନେକ କୁଲର ଅଛି ଯାହା ଶୀତଳତା କ୍ଷେତ୍ରରେ AC କୁ କଡ଼ା ଟକ୍କର ଦିଏ । ଏହି କୁଲରକୁ କିଣି ଆପଣ ଗରମକୁ ବାଏ-ବାଏ କହିପାରିବେ ।

ଆଗକୁ ଆହୁରି ଅଧିକ ଗରମ ବଢ଼ିବ । ତେଣୁ ଯଦି ଆପଣ ଏକ ନୂଆ କୁଲର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ବର୍ତ୍ତମାନ ବଜାରରେ ଅନେକ ପ୍ରକାରର କୁଲର ଉପଲବ୍ଧ । ଆପଣଙ୍କୁ ଶସ୍ତା କୁଲର ସହିତ ମହଙ୍ଗା କୁଲର ମଧ୍ୟ ମିଳିବ । ଯଦି ଆପଣ ଗରମରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ଏବେ କିଣିବା ଲାଭଦାୟକ ହୋଇପାରେ । ବର୍ତ୍ତମାନ୍ ଫ୍ଲିପକାର୍ଟ ନିଜର ୟୁଜର୍ସମାନଙ୍କୁ ପ୍ରିମିୟମ୍ କୁଲର ଉପରେ ଭାରୀ ଡିସକାଉଣ୍ଡ ଦେଉଛି ।

ଯଦି ଆପଣଙ୍କର ବଜେଟ୍ କମ୍ ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଫ୍ଲିପକାଟ୍ ଏୟାରର କୁଲର ଉପରେ ଡିଲ୍ ପ୍ରଦାନ କରୁଛି । ଫ୍ଲିପକାର୍ଟ ତାର ୟୁଜର୍ସମାନଙ୍କୁ ଏୟାର କୁଲର ଉପରେ ୬୩% ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହି ଅଫର ସହିତ ଆପଣ ପ୍ରାୟ ୧୦,୦୦୦ ଟଙ୍କାରେ AC ଭଳି ପବନ ପ୍ରଦାନ କରୁଥିବା କୁଲର କିଣିପାରିବେ । ଆସନ୍ତୁ ଆପଣଙ୍କୁ କିଛି ଭଲ କୁଲର ବିଷୟରେ କହିବୁ, ଯାହା ଆପଣଙ୍କୁ ଗ୍ରାଷ୍ମ ଋତୁରେ ବହୁତ ରିଲାକ୍ସ ଦେବ ।

Hindware Smart Air Cooler :

Hindware Smart Air Cooler ୪୫ ଲିଟର ପାଣି ପାୱାର ସହିତ ଆସିଥାଏ । ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ ଏହାର କୂଲ୍ୟ ୧୩,୯୯୦ ଟଙ୍କା କିନ୍ତୁ ଏଥିରେ ୫୭% ଡିସମାଉଣ୍ଟ ମଧ୍ୟ ଦିଆଯାଉଛି । ଏହି ଅଫର ପରେ ଆପଣ ଏହାକୁ ମାତ୍ର ୫,୯୯୯ ଟଙ୍କାରେ କିଣି ଘରକୁ ଆଣିପାରିବେ । କମ୍ପାନୀ ଫ୍ଲିପକାର୍ଟ ଅକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ରାହକମାନଙ୍କୁ ୫% ଡିସକାଉଣ୍ଟ ମଧ୍ୟ ଦେଉଛି ।

Crompton 88 L Desert Air Cooler :

Crompton ର ଏହି କୁଲରଟି ବହୁତ ପପୁଲାର୍ । ଏଥିରେ କମ୍ପାନୀ Honeycomb ର ପ୍ୟାଡିଂ ଯୋଇଛି । ଏହା ସହିତ ଏହି ଏୟାର କୁଲରରେ ଏକ ବରଫ ଚାଭ୍ବର ମଧ୍ୟ ରହିଛି । ଅର୍ଥାତ୍ ଅତ୍ୟଧିକ ଗରମ ସମୟରେ ଆପଣ ଏଥିରେ ବରଫ ବ୍ୟବହାର କରି AC ଭଳି ଥଣ୍ଡା ପବନ ପାଇପାରିବେ । ଏହା ସହିତ ଏହି କୁଲରରେ 4 Way Air Deflection ଫିଚର୍ସ ରହିଛି । ଏହି ଏୟାର କୁଲରରେ ଅଟୋ ୱାଟର ଫିଲ୍ ଫିଚର୍ସ ମଧ୍ୟ ଉପଲବ୍ଧ ।

Crompton 75 L Desert Air Cooler :

କୁଲର ପାଇଁ Crompton ଏକ ପପୁଲାର ବ୍ରାଣ୍ଡ । Crompton Desert Air Cooler ୭୫ ଲିଟର ପାଣି କ୍ଷମତା ସହିତ ଆସିଥାଏ । ଏହି ଏୟାର କୁଲରରେ ମୂଲ୍ୟ ୧୭,୨୦୦ ଟଙ୍କା କିନ୍ତୁ ବର୍ତ୍ତମାନ ଏଥିରେ ୪୧% ଡିସକାଉଣ୍ଟ ଦିଆଯାଉଛି । ଅଫର ପରେ ଏହାର ମୂଲ୍ୟ ୯,୯୯୯ ଟଙ୍କା ହୋଇଯାଇଛି । ଏହା ଏକ ପାୱାରଫୁଲ୍ ଏୟାର କୁଲର ଏବଂ ଏହା ୪୫ ଫୁଟ୍ ପର୍ଯ୍ୟନ୍ତ ପବନ ଦେଇଥାଏ । ଏହି ଏୟାର କୁଲର ଆପଣଙ୍କୁ ପ୍ରବଳ ଗରମରୁ ମୁକ୍ତି ଦେବ ।

Symphony Desert Air Cooler :

Symphony ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ବଭିନ୍ନ ପ୍ରକାରର ପାୱାରଫୁଲ୍ ଏୟାର କୁଲର ରହିଛି । ୭୫ ଲିଟର ପାଣି ପାୱାର ବିଶିଷ୍ଟ ଏହି Symphony ଏୟାର କୁଲରର ମୂଲ୍ୟ ୧୧,୨୯୯ ଟଙ୍କା । ଏଥିରେ ୧୬% ଡିସକାଉଣ୍ଟ ଦିଆଯାଉଛି, ଯାହା ପରେ ଆପଣ ଏହାକୁ ମାତ୍ର ୯୧,୪୯୧ ଟଙ୍କାରେ କିଣିପାରିବେ ।

Power Guard 70 L Desert Air Cooler :

Power Guard Desert Air Cooler ରେ ଆପଣ ଏକାଥରେ ୭୦ ଲିଟର ପାଣି ଫୁଲ୍ କରିପାରିବେ । ଅର୍ଥାତ୍, ଥରେ ଫୁଲ୍ ହୋଇଗଲେ, ଆପଣ ଦିନରାତି ଥଣ୍ଡା ପବନ ପାଇପରିବେ । ଏହି ଏୟାର କୁଲରରେ ଏକ ବରଫ ଚାମ୍ବର ମଧ୍ୟ ଦିଆଯାଉଛି । Power Guard ଏହି ଏୟାର କୁଲରର ମୂଲ୍ୟ ୨୦,୯୯୯ ଟଙ୍କା କିନ୍ତୁ ଏବେ ଆପଣ ଏହାକୁ ୬୩% ଡିସକାଉଣ୍ଟ ଅଫର ସହିତ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ଫ୍ଲିପକାର୍ଟ ବର୍ତ୍ତମାନ ଏହାକୁ ମାତ୍ର ୭,୬୯୯ ଟଙ୍କାରେ କିଣିବାର ଏକ ଭଲ ସୁଯୋଗ ପ୍ରଦାନ କରୁଛି ।

The post Air Cooler ଅଫର, ଏହି କୁଲରଗୁଡିକ ମଧ୍ୟ AC କୁ ଦେବ କଡ଼ା ଟକ୍କର appeared first on KNews Odisha.