Air India: ବିମାନରେ ଲଜ୍ଜାଜନକ ଆଚରଣ; ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ
ଜାପାନୀ ଯାତ୍ରୀ ଜଣଙ୍କ ଏ ନେଇ କ୍ରିଉ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ସେଠାରୁ ଉଠାଇ ଅନ୍ୟସ୍ଥାନରେ ବସାଇଥିଲେ କ୍ରିଉ ମେମ୍ବର। ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏ ନେଇ ଜାପାନୀ ଯାତ୍ରୀ ଜଣକ ଔପଚାରିକ ଭାବେ ଲିଖିତ ଅଭିଯୋଗ କରିବାକୁ ମନା କରିଦେଇଥିଲେ।