AirIndia: ମଝି ଆକାଶରେ ଲଜ୍ଜା, ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଘଟିଛି ଏଭଳି କିଛି ଘଟଣା। ଜାପାନର ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି ଜଣେ ଭାରତୀୟ ଯାତ୍ରୀ। ଫ୍ଲାଇଟର ବିଜନେସ କ୍ଲାସରେ ଘଟିଛି ଏହି କାଣ୍ଡ। ତୁଷାର ମସନ୍ଦ ନାମକ ଜଣେ ଭାରତୀୟ ଜାପାନର ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି।

AirIndia: ମଝି ଆକାଶରେ ଲଜ୍ଜା, ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ
Array