Akhanda 2 Teaser: ତାଣ୍ଡବ ରଚିଲା ‘ଅଖଣ୍ଡା ୨’ ଟିଜର୍; ଆଧ୍ୟାତ୍ମିକତା-ଆକ୍ସନର ଦମଦାର ପଞ୍ଚିଂ
ଶେଷରେ, ‘ଅଖଣ୍ଡା ୨’ର ଟିଜର ଏବେ ଆସିଛି। ୭୭ ସେକେଣ୍ଡର ‘ଅଖଣ୍ଡା ୨’ ଟିଜରରେ, ବାଳକୃଷ୍ଣଙ୍କୁ ଏକ ଭୟଙ୍କର ରୂପରେ ଦେଖିବାକୁ ମିଳିଛି। କେତେବେଳେ ସେ ଯଜ୍ଞ କୁଣ୍ଡର ଅଗ୍ନିକୁ ଡେଉଁଛନ୍ତି ତ ପୁଣି କେତେବେଳେ ସେ ତ୍ରିଶୂଳରେ ଶତ୍ରୁମାନଙ୍କୁ ନିପାତ କରୁଛନ୍ତି।