Akshaya Tritiya Rituals and Significance: ଅକ୍ଷୟ ତୃତୀୟାରେ କେମିତି ହୁଏ ଅଖିମୁଠି ଅନୁକୁଳ...କ’ଣ ରହିଛି ଐତିହାସିକ କାରଣ
ବିଶ୍ୱାସ ରହିଛି, ଏହିଦିନ ଯିଏ ଅଖିମୁଠି ଅନୁକୂଳ କରି ଧାନକ୍ଷେତରେ ଚାଷ କରିଥାନ୍ତି ବର୍ଷସାରା ତାଙ୍କର ଧନସମ୍ପଦର ଅଭାବ ରହେନାହିଁ ଏବଂ ଧାନ ପ୍ରଚୁର ପରିମାଣରେ ଫଳିଥାଏ । ପୁରାଣର ଏକ ଉପାଖ୍ୟାନରୁ ଜଣାଯାଏ, ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ଭୂମିପୂଜା କରି ନିଜେ ବୀଜ ବପନ କରୁଥିଲେ ।