Alarnath Darshan : ଆଜିଠୁ ଅଲାରନାଥ ଦର୍ଶନ, ଅନବସରରେ ମହାପ୍ରଭୁ

ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଛି । ତେଣୁ ଆଜିଠୁ ଅଲାରନାଥ ଦର୍ଶନ କରିବେ ଭକ୍ତ । 15 ଦିନ ଧରି ଲୋକାରଣ୍ୟ ହୋଇ ଉଠିବ ଅଲାରନାଥ ପୀଠ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Alarnath Darshan : ଆଜିଠୁ ଅଲାରନାଥ ଦର୍ଶନ, ଅନବସରରେ ମହାପ୍ରଭୁ
Array