Alien Spacecraft: ଅନ୍ତରୀକ୍ଷରୁ ପୃଥିବୀକୁ ରହିଛି କି ବିପଦ ? ମାଡ଼ିଆସୁଛି ଏଲିଏନଙ୍କ ସ୍ପେସକ୍ରାଫ୍ଟ
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ତଥା ବୈଜ୍ଞାନିକ ଆଭି ଲୋଏବଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲିଏନମାନଙ୍କର ଏକ ମହାକାଶଯାନ 3I/ATLAS ପୃଥିବୀ ଆଡକୁ ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ବସ୍ତୁ ଏପରି ଏକ କକ୍ଷପଥରେ ଗତି କରୁଛି ଯେ ଏହା ୨୦୨୫ ନଭେମ୍ବର ମାସରେ ସୂର୍ଯ୍ୟଙ୍କ ବହୁତ ନିକଟତର ହୋଇଯିବ ।