Allu Arjun: ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ଆକ୍ରମଣ; ଆୟାନ ଏବଂ ଆରହାଙ୍କୁ ସ୍ଥାନାନ୍ତର

ସନ୍ଧ୍ୟା ଥିଏଟରରେ ହୋଇଥିବା ଅଘଟଣ ପର ଠାରୁ ଅଲ୍ଲୁ ଅର୍ଜୁନଙ୍କ ପ୍ରତି ହାଇଦ୍ରାବାଦର ଲୋକମାନଙ୍କ ରାଗ ବଢିବାରେ ଲାଗିଛି। ଏହାରି ଭିତରେ ୨୨ ଡିସେମ୍ବର ରବିବାର ଦିନ, ଓସ୍ମାନିୟା ବିଶ୍ୱବିଦ୍ୟାଳୟର ଆଠ ଜଣ ସଦସ୍ୟ ତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି।

Allu Arjun: ଅଲ୍ଲୁ ଅର୍ଜୁନଙ୍କ ଘର ଉପରେ ଆକ୍ରମଣ; ଆୟାନ ଏବଂ ଆରହାଙ୍କୁ ସ୍ଥାନାନ୍ତର
Array