Ambedkar Death Anniversary 2024: ଅଛୁଆଁ ଜାତି କହି ଆମ୍ବେଦକରଙ୍କୁ ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଇଥିଲା

ଆମ୍ବେଦକର ସ୍କୁଲ୍‌ରେ ପଢିବା ବେଳେ ତାଙ୍କୁ ଅସ୍ପୃଶ୍ୟ ଜାତି ବୋଲି କହି ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଉଥିଲା। ଏପରିକି ଶିକ୍ଷକମାନେ ତାଙ୍କର କପି ମଧ୍ୟ ଛୁଁ ନ ଥିଲେ। ଏଭଳି ପରିସ୍ଥିତିରେ ଆମ୍ବେଦକର ପିଲାଦିନରୁ ଉଚ୍ଚ-ନିଚ୍ଚ ଏବଂ ଛୁଆଁ-ଅଛୁଆଁ ମଧ୍ୟରେ ଭେଦଭାବ ଦେଖିଥିଲେ। କିନ୍ତୁ ଏହା ସତ୍ତ୍ୱେ ସେ ଅଧ୍ୟୟନ ଜାରି ରଖିଥିଲେ।

Ambedkar Death Anniversary 2024: ଅଛୁଆଁ ଜାତି କହି ଆମ୍ବେଦକରଙ୍କୁ ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଇଥିଲା
Array