Amit Shah: ‘ବିଜେପି ଶାସନ ୨୦୧୫ରୁ ୨୦୨୫ ମଧ୍ୟରେ କମିଛି ଆତଙ୍କୀ କାର୍ଯ୍ୟକଳାପ’

୨୦୦୪ରେ ୨୦୧୪ ଏହି ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ୭୨୧୭ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି । ନାଗରିକଙ୍କ ମୃତ୍ୟୁ ୧୭୭୦ ହୋଇଥିବା ବେଳେ ୧୦୬୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ।

Amit Shah: ‘ବିଜେପି ଶାସନ ୨୦୧୫ରୁ ୨୦୨୫ ମଧ୍ୟରେ କମିଛି ଆତଙ୍କୀ କାର୍ଯ୍ୟକଳାପ’
Array