Anasara Niti: ଅଣସର ଘରେ କେଉଁ ପ୍ରକାର ଗୁପ୍ତ ନୀତି ହୋଇଥାଏ ? ଅଣସର ତାଟି ବାହାରେ ଖଟ ପକାଯାଇ କ'ଣ କରାଯାଏ ?
ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ, ସ୍ନାନବେଦିରୁ ଶ୍ରୀଜିଉମାନେ ଅଣସର ଘରକୁ ଯିବାପରେ ସେଠି କଣ ହୁଏ? ସେଠାରେ ସେବାୟତମାନେ କେଉଁସବୁ ଗୁପ୍ତନୀତି ସମ୍ପାଦନ କରନ୍ତି? ଏ ସଂପର୍କରେ ଜଗନ୍ନାଥ ସଂସ୍କୃତିର ଗବେଷକମାନେ ଯାହା ଉଲ୍ଲେଖ କରିଛନ୍ତି ପଢ଼ନ୍ତୁ ଏହା ଉପରେ ଏହି ଲେଖାଟି।