Ankit Gupta: ପ୍ରିୟଙ୍କା ସହ ବ୍ରେକଅପ ! କହିଲେ ଏବେ ମୁଁ ସିଙ୍ଗଲ୍

ଉଡ଼ାରିୟା ପରେ ଅଙ୍କିତ ଗୁପ୍ତା ବିଗବସ ୧୬ରେ ନଜର ଆସିଥିଲେ । ଶୋରେ ତାଙ୍କ ସହ ପ୍ରିୟଙ୍କା ଚୌଧୁରୀଙ୍କ ଖୁବ ଚର୍ଚ୍ଚ। ହୋଇଥିଲା । ଦୁହେଁ ଦୁହିଁଙ୍କର ଧ୍ୟାନ ରଖୁଥିଲେ । ସେମାନଙ୍କ ଭିତରେ ପ୍ରେମ ସଂପର୍କ ଥିବା ବି ଲୋକମାନେ କହିଥିଲେ

Ankit Gupta: ପ୍ରିୟଙ୍କା ସହ ବ୍ରେକଅପ ! କହିଲେ ଏବେ ମୁଁ ସିଙ୍ଗଲ୍
Array