Anticipation Grows Over NHRC Team's Next Move in Investigating Student's Death at KIIT University
NHRC ଟିମ୍ ଗତକାଲି କିଟରେ ପଶିଛି କରିଛି ଖୋଳତାଡ଼ । ଗତକାଲି ପ୍ରାୟ ୫ ଘଣ୍ଟା କାଳ ଝାଳବୁହା କରିଥିବା ଟିମ୍ ଆଜି ବି ଜେରା କରାଯାଇପାରେ ବୋଲି ଶୁଣିବାକୁ ମିଳିଛି। ତେବେ କାହାକୁ ଆଜି NHRC ଟିମ୍ ଘାଣ୍ଟିବ ତାହା ଉପରେ ସମସ୍ତଙ୍କ ନଜର। #KIIT
NHRC ଟିମ୍ ଗତକାଲି କିଟରେ ପଶିଛି କରିଛି ଖୋଳତାଡ଼ । ଗତକାଲି ପ୍ରାୟ ୫ ଘଣ୍ଟା କାଳ ଝାଳବୁହା କରିଥିବା ଟିମ୍ ଆଜି ବି ଜେରା କରାଯାଇପାରେ ବୋଲି ଶୁଣିବାକୁ ମିଳିଛି। ତେବେ କାହାକୁ ଆଜି NHRC ଟିମ୍ ଘାଣ୍ଟିବ ତାହା ଉପରେ ସମସ୍ତଙ୍କ ନଜର।
#KIIT