Artillery crisis in Pakistan: ପାକିସ୍ତାନ ପାଖରେ ନାହିଁ ଅଧିକ ଗୋଳାବାରୁଦ, ଯୁଦ୍ଧ ହେଲେ ମାତ୍ର ୪ ଦିନ ଭିତରେ କାମୁଡ଼ିବ ମାଟି
ପାକିସ୍ତାନର ବର୍ତ୍ତମାନର ଆର୍ଥିକ ଅବସ୍ଥାକୁ ଦେଖିଲେ, ଏହା ଯୁଦ୍ଧରେ ଭାରତ ବିରୁଦ୍ଧରେ ଚାରି ଦିନରୁ ଅଧିକ ସମୟ ପାଇଁ ତିଷ୍ଠିପାରିବ ନାହିଁ । ପାକିସ୍ତାନୀ ସେନା ଗୁଳିଗୋଳାର ଘୋର ଅଭାବର ସମ୍ମୁଖୀନ ହେଉଛି।