Asaduddin Owaisi exposes Pak: ପାକିସ୍ତାନର ଗୁମର କହିଲେ ଓୱେସି; ପାକ୍‌ ଜେଲ୍‌ରେ ରହି ବାପା ହୋଇଥିଲେ ଆତଙ୍କବାଦୀ

ପାକିସ୍ତାନ ତାକଫିରବାଦର କେନ୍ଦ୍ର । ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ, ଦାଏଶ ଓ ଅଲକାଏଦା ମଧ୍ୟରେ କୌଣସି ବୈଚାରିକ ପାର୍ଥକ୍ୟ ନାହିଁ। ସେମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଧାର୍ମିକ ଅନୁମୋଦନ ରହିଛି, ଯାହା ସମ୍ପୂର୍ଣ୍ଣ ଭୁଲ। ଇସଲାମ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଅନୁମତି ଦିଏ ନାହିଁ ଓ ଦୁର୍ଭାଗ୍ୟବଶତଃ, ଏହା ସେମାନଙ୍କର ବିଚାରଧାରା।

Asaduddin Owaisi exposes Pak: ପାକିସ୍ତାନର ଗୁମର କହିଲେ ଓୱେସି; ପାକ୍‌ ଜେଲ୍‌ରେ ରହି ବାପା ହୋଇଥିଲେ ଆତଙ୍କବାଦୀ
Array