ASO ଚୟନ ମାମଲା,OPSC ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ବର: ସୁପ୍ରିମକୋର୍ଟରେ ASO ଚୟନ ମାମଲା I OPSC ପ୍ରକ୍ରିୟା ନେଇ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ଏହି ମାମଲାର ଶୁଣାଣି ହୋଇଛି। ରାଜ୍ୟ ସରକାର ଏବଂ OPSC କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ I ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି I ଏ ସଂକ୍ରାନ୍ତରେ ଏକ ଜଣ ସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ରଜତ ମିଶ୍ର I ଏଏସଓ […]

ASO ଚୟନ ମାମଲା,OPSC ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
ASO ଚୟନ ମାମଲା,ଅପିସସ ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ବର: ସୁପ୍ରିମକୋର୍ଟରେ ASO ଚୟନ ମାମଲା I OPSC ପ୍ରକ୍ରିୟା ନେଇ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ଏହି ମାମଲାର ଶୁଣାଣି ହୋଇଛି। ରାଜ୍ୟ ସରକାର ଏବଂ OPSC କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ I ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି I ଏ ସଂକ୍ରାନ୍ତରେ ଏକ ଜଣ ସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ରଜତ ମିଶ୍ର I ଏଏସଓ ପରୀକ୍ଷା ନେଇ ଓପିଏସସିର ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ଶୁଣାଣି ଉପରେ ନିର୍ଭର କରିବ।

ପୂର୍ବରୁ ASO ଚୟନ ପ୍ରକ୍ରିୟା ନେଇ OPSC ନିଜସ୍ଵ ନିଷ୍ପତ୍ତି ନେଇପାରିବ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଥିଲେ। ASO ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ବୋଲି କହିଥିଲେ ହାଇକୋର୍ଟ I OPSC ଦ୍ୱାରା ପରିଚାଲିସିଟ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ମାମଲାର ରାୟ ପ୍ରକାଶ କରି ଗତ ଡିସେମ୍ବର ମାସ ୨୨ ତାରିଖରେ ମେରିଟ ଲିଷ୍ଟ କାଏମ ରଖିଥିଲେ ହାଇକୋର୍ଟ I