Astrological Delays in Marriage: ଏଥିପାଇଁ ହୁଏ ବିବାହରେ ବିଳମ୍ବ ; କୁଣ୍ଡଳୀରେ ଅଛି କି ତ୍ରୁଟି ?

ବୁଧ ଗ୍ରହ ଶୀଘ୍ର ବିବାହ କରାଇଥାନ୍ତି । ଜାତକରେ ସପ୍ତମ ଭାଗରେ ବୁଧ ଗ୍ରହ ରହିଲେ ବିବାହ ଶୀଘ୍ର ହେବାର ଯୋଗ ଥାଏ। ଯେଉଁ ‍ବ୍ୟକ୍ତିଙ୍କ ଜାତକରେ ବୁଧ ଗ୍ରହଙ୍କ ଉପରେ ଅନ୍ୟ କୌଣସି ଗ୍ରହଙ୍କ ପ୍ରଭାବ ନ ରହିଥାଏ, ସେମାନଙ୍କର ଶୀଘ୍ର ବିବାହ ହୋଇଯାଏ ।

Astrological Delays in Marriage: ଏଥିପାଇଁ ହୁଏ ବିବାହରେ ବିଳମ୍ବ ; କୁଣ୍ଡଳୀରେ ଅଛି କି ତ୍ରୁଟି ?
Array