Attacked In Australia: ଭୟଙ୍କର ଆଟାକ୍ , ବାମ ହାତ କାଟିବାକୁ ପଡିଥାଆନ୍ତି କିନ୍ତୁ

ସୌରଭ କହିଛନ୍ତି ଯେ ସେ ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ଘେରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପକେଟରେ ହାତ ପୂରାଉଥିଲା, ଅନ୍ୟ ଜଣେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା ।

Attacked In Australia: ଭୟଙ୍କର ଆଟାକ୍ , ବାମ ହାତ କାଟିବାକୁ ପଡିଥାଆନ୍ତି କିନ୍ତୁ
Array