Austria shooting: ସ୍କୁଲରେ ଆଖିବୁଜା ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ

ଅଷ୍ଟ୍ରିଆର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ବନ୍ଧୁକଧାରୀର ଗୁଳିମାଡରେ ଶିକ୍ଷକ ଓ ଛାତ୍ରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଘଟାଇବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି ଆତତାୟୀ ।

Austria shooting: ସ୍କୁଲରେ ଆଖିବୁଜା ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ
Array