Auto Driver Attacked:ଏଠି ବି ଉଠିଲାଣି ଅସ୍ମିତା ପ୍ରସଙ୍ଗ, ମାଡ଼ ଖାଇ କ୍ଷମା ମାଗିଲେ ଅଟୋ ଡ୍ରାଇଭର୍
ସେ କହିଥିଲେ, “ମୁଁ ହିନ୍ଦୀ କହୁଛି, ଭୋଜପୁରୀ କହୁଛି, ମରାଠୀ ନୁହେଁ।” ଏହି ବୟାନର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଶିବସେନା (UBT) କର୍ମୀମାନେ ତାଙ୍କୁ ଖୋଜି ଖୋଜି ବାହାର କରି ଶନିବାର ଦିନ ବିରାର ରେଳ ଷ୍ଟେସନ ନିକଟରେ ଜନଗହଳିପୂର୍ଣ୍ଣ ରାସ୍ତାରେ ପାଇ ଆକ୍ରମଣ କରିଥିଲେ।