Avneet Kaur: ଏଥ୍‌ନିକ୍ ଲୁକ୍‌ରେ ଅବନୀତ୍ କୌର୍‌; ଦିବାନା ହେଲେ ପ୍ରଶଂସକ

ଟିଭିରୁ ବଲିଉଡ୍‌ ଯାତ୍ରା କରିଥିବା ଅଭିନେତ୍ରୀ ଅବନୀତ୍ କୌର୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କର ହଟ୍‌ ଏବଂ ଷ୍ଟାଇଲିସ୍ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍ ସହିତ ପ୍ରଶଂସକମାନଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ।