Ayatollah Khamenei: ଟ୍ରମ୍ପଙ୍କୁ ଜବାବ ଦେଲେ ଇରାନର ସୁପ୍ରିମ ଲିଡର, ଭିଡିଓ ବାର୍ତ୍ତାରେ କହିଲେ ଏମିତି...
କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ। ସେ ଆହୁରି କହିଛନ୍ତି ଇରାନର ଲୋକ ନିଜ ଶହୀଦଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ । ଅନ୍ୟପଟେ ଇସ୍ରାଏଲ ଉପରେ ଫତାହା ୱାନ୍ ସୁପର ସୋନିକ୍ କ୍ରୁଜ୍ ମିଜାଇଲ ମାଡ଼ କରିଥିବା ଦାବି କରିଛି ଇରାନ ।