Ayushman Bharat Assurance Card: ‘ଆୟୁଷ୍ମାନ ଭାରତ ଇନସ୍ୟୁରାନ୍ସ ନୁହେଁ, ଏକ ଆସ୍ୟୁରାନ୍ସ ସ୍କିମ୍’

ଦେଶର ୨୯ ହଜାର ହସ୍ପିଟାଲରେ ଆସ୍ୟୁରାନ୍ସ ମୋଡ୍‌ରେ ଏହାର ଲାଭ ନେଇପାରିବେ ରାଜ୍ୟର ସାଢ଼େ ୩ କୋଟି ହିତାଧିକାରୀ। ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

Ayushman Bharat Assurance Card:  ‘ଆୟୁଷ୍ମାନ ଭାରତ ଇନସ୍ୟୁରାନ୍ସ ନୁହେଁ, ଏକ ଆସ୍ୟୁରାନ୍ସ ସ୍କିମ୍’
Array