Baba Vanga Predictions: ୫ ଜୁଲାଇ, ସତ ହେବ କି ଭବିଷ୍ୟବାଣୀ ? ଆତଙ୍କରେ ଜାପାନବାସୀ
ତାତସୁକୀଙ୍କ ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ବି ଆତଙ୍କ। ଏଥିପାଇଁ ସୋସିଆଲ ମିଡିଆରେ #July5Disaster ଟ୍ରେଣ୍ଡ୍ କରୁଛି । ଜାପାନର ଲୋକମାନେ ଭୟଭୀତ ଅଛନ୍ତି, କାରଣ ଲଗାତାର ଭାବେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।