Baby Elephant: ଛୁଆ ହାତୀ ଜନ୍ମ ନେଇଛି; ତ୍ରିନାଥ ମେଳା ଓ ଭୋଜିଭାତ ଚାଲିଛି

ଅନୁଗୋଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି। ହେଲେ ଗତ ୧୨ ତାରିଖ ଦିନ ଗୁରଙ୍ଗ ଗାଁରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଖୁସିହୋଇ ହାତୀ ଛୁଆର ଏକୋଇଶିଆ ପାଳନ କରିଥିଲେ।

Baby Elephant: ଛୁଆ ହାତୀ ଜନ୍ମ ନେଇଛି;  ତ୍ରିନାଥ ମେଳା ଓ ଭୋଜିଭାତ ଚାଲିଛି
Array