Baishakhi Trade Fair to Begin at Bali Jatra Ground from 27 March
ପୁଣି ଦୁଲୁକିବ କଟକ। ଉଠିବ ପଡି଼ବ ବାଲିଯାତ୍ରା ପଡ଼ିଆ। ଚଳିତ ମାସ ୨୭ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା। ଏଥିରେ ଦେଶର ବହୁ ପ୍ରତିଷ୍ଠିତ ଉଦ୍ୟୋଗୀ ଅଂଶଗ୍ରହଣ କରିବାର ରହିଛି ! #Cuttack #OTV #Odish
ପୁଣି ଦୁଲୁକିବ କଟକ। ଉଠିବ ପଡି଼ବ ବାଲିଯାତ୍ରା ପଡ଼ିଆ। ଚଳିତ ମାସ ୨୭ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା। ଏଥିରେ ଦେଶର ବହୁ ପ୍ରତିଷ୍ଠିତ ଉଦ୍ୟୋଗୀ ଅଂଶଗ୍ରହଣ କରିବାର ରହିଛି !
#Cuttack #OTV #Odish