Balasore Bandh Today: FM ଛାତ୍ରୀ ମୃତ୍ୟୁ; ବିଜେଡିର ୮ ଘଣ୍ଟିଆ ବାଲେଶ୍ବର ବନ୍ଦ...
ଏଫ୍ ଏମ୍ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ୮ ଘଣ୍ଟିଆ ବାଲେଶ୍ବର ବନ୍ଦ...ଦିନ ୨ଟା ଯାଏଁ ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍....ସେପଟେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଏପଟେ ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି...