Bangladeshi Arrest: କିନ୍ନର ବେଶରେ ୧୦ ବର୍ଷ, ୨୮ ବର୍ଷ ପରେ ଧରା ପଡିଲେ ବାଂଲାଦେଶୀ ଯୁବକ

ମଧ୍ୟପ୍ରଦେଶର ଭୋପାଳରେ ଜଣେ ବାଂଲାଦେଶୀ ଯୁବକ ଧରା ପଡିଛନ୍ତି। ଯିଏ ୨୮ ବର୍ଷ ଧରି ମିଛ ପରିଚୟରେ ରହିବା ସହ ୧୦ ବର୍ଷ ଧରି କିନ୍ନର ପରିଚୟରେ ରହୁଥିଲେ।

Bangladeshi Arrest: କିନ୍ନର ବେଶରେ ୧୦ ବର୍ଷ, ୨୮ ବର୍ଷ ପରେ ଧରା ପଡିଲେ ବାଂଲାଦେଶୀ ଯୁବକ
Array